GOVERNMENT OF ODISHA
(ଓଡିଶା ସରକାର)
Application form for Online Registration of brackish water farm and hatcheries
( ଉପକୂଳବର୍ତୀ ଜଳ କୃଷି ଫାର୍ମର ପଞ୍ଜୀକରଣ ନିମନ୍ତେ ଆବେଦନ )
I hereby declare that the information furnished above is true to the best of my/our knowledge and belief. I am / we are fully aware that if it is found that the information furnished by me/us is false or there is any kind of deviation/ violation of the conditions on which certificate of registration may be issued by the Authority, the Certificate of Registration issued may be either suspended or cancelled.
( ମୁଁ ଘୋଷଣା କରୁଅଛିଯେ ମୋ ଦ୍ଵାରା ପ୍ରଦାନ କରାଯାଇଥିବା ସମସ୍ତ ତଥ୍ୟ ସତ୍ୟ/ ମୋର ଜ୍ଞାତ ଅଟେ । ଯଦି ମୋ ଦ୍ଵାରା ପ୍ରଦତ୍ତ କୌଣସି ତଥ୍ୟ ଭୁଲ କିମ୍ବା କୌଣସି ନିୟମାବଳୀକୁ କ୍ଷ୍ଯୁର୍ଣ କରେ ତେବେ ପ୍ରାଧିକାରୀଙ୍କ ଦ୍ଵାରା ମୋତେ ପ୍ରଦାନ କରାଯାଇଥିବା ପଞ୍ଜୀକରଣ/ ପଞ୍ଜୀକରଣ ପ୍ରମାଣପତ୍ର କୁ ନିଲମ୍ବିତ କିମ୍ବା ରଦ୍ଦ କରାଯିବ । )